Saturday, 12 September 2015

“ସ୍ଵଚ୍ଛ ବିଦ୍ୟାଳୟ ସୁନ୍ଦର ବିଦ୍ୟାଳୟ!” ପାଇଁ ସାପ୍ତାହିକ କାର୍ଯ୍ୟକ୍ରମ


କରଡାକଣା ସରକାରୀ ଉଚ୍ଚ ବି\ýûଳୟ
    କେ. କରଡାକଣା-୭୬୧୧୦୬, ଶେରଗଡ (ଗଞ୍ଜାମ)

ସାପ୍ତାହିକ  କାର୍ଯ୍ୟକ୍ରମ
 
ସୋମବାରର କାର୍ଯ୍ୟକ୍ରମ: ବ୍ୟକ୍ତିଗତ ପରିଚ୍ଛନ୍ନତା

ମଙ୍ଗଳବାରର କାର୍ଯ୍ୟକ୍ରମ: ଶ୍ରେଣୀଗୃହ ଓ ବିଦ୍ୟାଳୟ ପରିସରର ପରିଚ୍ଛନ୍ନତା
ବୁଧବାରର କାର୍ଯ୍ୟକ୍ରମପାନୀୟଜଳର ଯତ୍ନ ଓ ଶୌଚାଳୟର ବ୍ୟବହାର
ଗୁରୁବାରର କାର୍ଯ୍ୟକ୍ରମବିଦ୍ୟାଳୟ ପରିସରର ଆବର୍ଜନା ନିଷ୍କାସନ ବ୍ୟବସ୍ଥା
ଶୁକ୍ରବାରର କାର୍ଯ୍ୟକ୍ରମଗୃହର ପରିଷ୍କାର ପରିଚ୍ଛନ୍ନତା
 ଶନିବାରର କାର୍ଯ୍ୟକ୍ରମଗ୍ରାମର ପରିଷ୍କାର ପରିଚ୍ଛନ୍ନତା
            ରବିବାରର କାର୍ଯ୍ୟକ୍ରମଗ୍ରାମ୍ୟ ପରିମଳ ବ୍ୟବସ୍ଥା


 
ସ୍ଵଚ୍ଛ ବିଦ୍ୟାଳୟ ସୁନ୍ଦର ବିଦ୍ୟାଳୟ!

(ଆମ ସ୍ଵାଭିମାନ ସ୍ଵଚ୍ଛ ଗଞ୍ଜାମ) 


No comments:

Post a Comment